ନୂଆଦିଲ୍ଲୀ- ବଲିଓଡ ଅଭିନେତା ଅର୍ଜୁନ କାପୁର  କରୋନା ପଜିଟିଭ  ଚିହ୍ନଟ ହୋଇଛନ୍ତି ।  ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ସୋସିଆଲ ମିଡିଆରେ ଜଣାଇଛନ୍ତି ।  ସେ କହିଛନ୍ତି ମୁଁ ଏବେ ସୁସ୍ଥ ଅଛି । ଡାକ୍ତରଙ୍କ ପରାମର୍ଶ କ୍ରମେ  ମୁଁ ହୋମ ଆଇସୋଲେସନରେ ରହିଛି । ତେଣୁ ସମସ୍ତଙ୍କ ଆର୍ଶୀବାଦ ଯୋଗୁଁ ମୁଁ ଖୁବଶୀଘ୍ର ଆରୋଗ୍ୟ ଲାଭ କରିବି ବୋଲି ଅର୍ଜୁନ କହିଛନ୍ତି ।