ଭୁବନେଶ୍ୱର- ଆଇନଜୀବୀଙ୍କ ପାଇଁ ଖୁସି ଖବର । ଏଣିକି ଦୁର୍ବିପାକ, ମହାମାରୀରେ ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା । ଆଇନଜୀବୀ କଲ୍ୟାଣ ପାଣ୍ଠି ୧୯୮୭ ଆଇନରେ ଆର୍ଥିକ ସୟାହତା ପାଇଁ ବାଟ ଫିଟିଛି । ଏନେଇ ସରାକର ଗେଜଟ ନୋଟିଫିକେସନ ଜାରି କରିଛନ୍ତି । ପୂର୍ବରୁ ମୃତ୍ୟୁ ଓ ଅବସର ପରେ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ମିଳୁଥିଲା ।