ଆସନ୍ତାକଲି ପ୍ରକାଶ ପାଇବ ଆଇପିଏଲ କାର୍ଯ୍ୟସୂଚୀ


ନୂଆଦିଲ୍ଲୀ- ଆସନ୍ତାକାଲି ଜାରି ହେବ ଆଇପିଏଲ କାର୍ଯ୍ୟସୂଚୀ । ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଏନେଇ ସୂଚନା ଦେଇଛନ୍ତି । ପୂର୍ବରୁ ସେପ୍ଟେମ୍ବର ୪ ତାରିଖରେ ଆଇପିଏଲ କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ବିିସିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ । କିନ୍ତୁ କୌଣସି କାରଣ ବଶତଃ କାର୍ଯ୍ୟସୂଚୀ ପ୍ରକାଶ ପାଇନଥିଲା । ସୂଚନାଯୋଗ୍ୟ ଚଳିତମାସ ୧୯ ତାରିଖରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ମ୍ୟାଚ ଚାଲିବ । ଦୁବାଇ, ଅବୁଧାବି ଓ ସାରଝା ଠାରେ ଆଇପିଏଲ ମ୍ୟାଚ ଖେଳାଯିବ । ଚଳିତ ବର୍ଷ ମହାମାରୀ କରୋନା ପାଇଁ ବିନା ଦର୍ଶକରେ ମ୍ୟାଚ ହେବ ।

Comments (0)
Add Comment