ଆସୁଛି ବଡ ବନ୍ୟା


କଟକ- ମହାନଦୀରେ ଆସୁଛି ବଡ ଧରଣା ବନ୍ୟା । ଏନେଇ ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି । ଏବେ ହୀରାକୁଦ ଡ୍ୟାମର ମୋଟ ୨୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କିସିତ ହେଉଛି, ଓ ୬ ଲକ୍ଷ ୫୬ ହଜାର ୬ କୁ୍ୟସେକ ଜଳ ପ୍ରବେଶ କରୁଛି । ହୀରକୁଦ ଡ୍ୟାମ ଗେଟ ଖୋଲିବା ଦ୍ୱାରା ମହାନଦୀ ଫୁଲୁଛି ।

Comments (0)
Add Comment