ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ


ମୁମ୍ବାଇ- ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ଦମକଳ ବାହାନୀ ଘଟଣା ସ୍ଥଳରେ ପଂହଚି ନିଆଁକୁ ଆୟତ କରୁଛି । କିନ୍ତୁ ଦ୍ୱିତୀୟ ମହଲାରୁ ନିଆଁ ଲିିଭିନଥିବା ଦେଖିବାକୁ ମିଳିଛି । ଏନସିବି କାର୍ଯ୍ୟାଳୟ ତୃତୀୟ ମହଲାରେ ରହିଛି । ଏବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଓ ଡ୍ରଗ୍ସ ଲିଙ୍କର ତଦନ୍ତ ଏନସିବି କରୁଛି ।

Comments (0)
Add Comment