କ୍ୟାବିନେଟର ଜରୁରୀ ବୈଠକ

ଭୁବନେଶ୍ୱର,୧୮.୬ (ନି.ପ୍ର.): ପୁରୀ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷିରେ ଆଜି ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ମନ୍ତ୍ର, ମୁଖ୍ୟସଚିବଙ୍କ ସହ ଆଡଭୋକେଟ୍ ଜେନେରାଲ, ଶ୍ରୀ ମନ୍ଦିର ପରିଚାଳର କମିଟିର କାର୍ଯ୍ୟକାରି ଅଧ୍ୟକ୍ଷ ତଥା ଉନୟନ୍ନ କମିଶନର, ଓ ଆଇନ ବିଭାଗ ଶଚିବ ପ୍ରମୁଖ ଯୋଗ ଦେଇଛନ୍ତି ।

Comments (0)
Add Comment