ଖୋଲିଲା ହୀରାକୁଦର ଆଉ ୪ ଗେଟ


ସମ୍ବଲପୁର- ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଇଛି । ତେଣୁ ହୀରାକୁଦର ଆଉ ୪ଟି ଗେଟ ଖୋଲିଛି । ଏହାକୁ ମିଶାଇ ୧୬ଟି ଗେଟ ଖୋଲାଯାଇଛି । ଏହି ୧୬ ଟି ଗଟେ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଡ୍ୟାମ ଭିତରକୁ ଯେତିକି ପାଣି ନିଷ୍କାସିତ ହେଉଛି ତାଠାରୁ ଦୁଇ ଗୁଣ ଜଳ ପ୍ରବେଶ କରୁଛି । ହୀରାକୁଦ ଜଳ ଭଣ୍ଡାରରେ ୫ ଲକ୍ଷ ୨୪ ହଜାର ୨୮୨ ଘନଫୁଟ ଜଳ ପ୍ରବେଶ କରୁଛି । ସେହିପରି ୨ ଲକ୍ଷ ୪୮ ହଜାର ୧୧୯ ଘନଫୁଟ ଜଳ ନିଷ୍କାସିତ ହେଉଛି ।

Comments (0)
Add Comment