ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କ୍ୱାରେଂଟାଇନ୍ ଅବଧି ୨୧ ଦିନକୁ ବୃଦ୍ଧି କରିଛି ଜିଲ୍ଳା ପ୍ରଶାସନ । ଆଜିଠାରୁ ଏହି ନୂଆ ନିୟମ ଲାଗୁ କରାଯାଇଛି । ପୂର୍ବରୁ ୧୪ଦିନ କ୍ୱାରେଂଟାଇନ୍ରେ ରହିବା ବ୍ୟବସ୍ଥା ଥିଲା । କିନ୍ତୁ ୧୪ ଦିନ ରହିବା ପରେ ଲକ୍ଷଣ ବାହାରିବାରୁ ଏହି ସମୟକୁ ୨୧ଦିନ କରାଯାଇଛି ।