ଘୁଚିଂଲା ସଭିର୍ସି ପରୀକ୍ଷା


ଭୁବନେଶ୍ୱର- ରାଜ୍ୟରେ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଘୁଂଚିଲା ସଭିର୍ସି ପରୀକ୍ଷା । ସେପ୍ଟେମମ୍ବର ବଦଳରେ ନଭେମ୍ବରରେ ହେବ ପରୀକ୍ଷା । ସରକାରଙ୍କ ଗାଇଡଲାଇନ ଦେଖି ପରୀକ୍ଷା ତାରିଖ ସ୍ଥିର କରାଯିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି ।

Comments (0)
Add Comment