ଶ୍ରୀନଗର- ଜାମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂ୍ତ ହୋଇଛି । ରିକ୍ଟର ସ୍କେଲରେ ଏହାର ତ୍ରିବତା ୪.୨ ରେକର୍ଡ କରାଯାଇଛି । ଏହି ଭୂକମ୍ପରେ କିଛି କ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି । ଏହାର କେନ୍ଦ୍ରସ୍ଥଳ ଭୁପୃଷ୍ଠରୁ ୫ କିଲୋମିଟର ଗଭୀର ଥିଲା ବୋଲି ଜଣାପଡିଛି ।