ଜେଜେମାଆ ଦିବସ

ଜୁଲାଇ ୨୩ ତାରିଖରେ ପାଳିତ ହୁଏ ‘ଜେଜେମାଆ ଦିବସ’ । ଏହି ଦିବସ ପାଳନ ଆମେରିକାରେ ଆରମ୍ଭ ହୋଇଥିଲା । ଏବେ ଗୁଡିଏ ଦେଶରେ ।ଳନ କରାଯାଉଛି । ଏହି ଦିବସ ଅବସରରେ ଜେଜେମାଆ ମାନଙ୍କର ହାରାହାରି ବୟସ ଅଠଚାଳିଶ ବର୍ଷ । ସେହିଭଳି ରୋମାନିଆ ତେଇଶ ବଷ ବୟସ୍କା ରିଫ୍କା ଷ୍ଟାନେସ୍ ବିଶ୍ୱର ସର୍ବ କନିଷ୍ଠା ଜେଜେମାଆ ବିଶ୍ୱର ପାଠିଏ ପ୍ରତିଶତ ଜେଜେମାଆ ନ୍ଖr ନିଜର ନାତି-ନାତୁଣୀଙ୍କ ଲାଳନପାଳନ ଭାର ଗ୍ରହଣ କରୁଥିବା ଜଣାଯ୍ଧଶ । ଏମାନଙ୍କ ସଂଖ୍ୟା ଚାଇନାରେ ସର୍ବାଧିକ । ଯେଉଁ ଶିଶୁମାନଙ୍କର ଯେତେ ଅଧିକ ସମୟ ଜେଜେମାଆ ୍ଥା ଜେଜେବାପାଙ୍କ ପାଖରେ କଟେ, ସେମାନେ ଭବିଷ୍ୟତରେ ସେତେ ଅଧିକ ସଫଳ , ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେଉଥିବା, ଏକ ସମାଜିକ ଅଧ୍ୟୟନ ସୂତ୍ରରୁ ପ୍ରକାଶ । ୧୮୫୫ରେ ଚେକ୍ ଲେଖିକା ବୋଜାଇନା ନିମ୍କୋଭାଙ୍କ ଦ୍ୱାରା ରଚିତ ‘ ବବିଚିକା’ ଉପନ୍ୟାସ , ଜେଜେମାଆ ଉପରେ ଆଧାରିତ । ଏହି ଉପନ୍ୟାସର ଇଂରାଜୀ ଅନୁବାଦର ନାମ ‘ ଦ ଗ୍ରଣ୍ଡମା’ । ପ୍ରସିଦ୍ଧ କାର୍ଟୁନିଷ୍ଟ ଚାର୍ଲସ କୁହାନ ୧୯୪୭ ରେ ଗ୍ରାଣ୍ଡମା ନାମକ କମିକ୍ଷ୍ଟ୍ରିପର ପ୍ରକାଶନ ଆରମ୍ଭ କରିଥିଲେ । ୧୯୪୮-୬୯ ମଧ୍ୟରେ ଏହା ବିଶେଷ ପାଠକପ୍ରିୟତା ହାସଲ କରିଥିଲା ।୧୯୬୯ ଓ ୨୦୧୫ରେ ‘ଗ୍ରାଣ୍ଡମା’ ନାମରେ ଦୁଇଟି ଫିଲ୍ମ ତିଆରି ହୋଇଥିଲା । ‘ଗ୍ରାଣ୍ଡମା ଡକ୍’ ଏକ ପ୍ରସିଦ୍ଧ ଡିଜ୍ନି କାର୍ଟୁନ୍ ।

Comments (0)
Add Comment