ଦିନକରେ ୪୫ ହଜାର ପାର କଲା ଟେଷ୍ଟିଂଙ୍ଗ ସଂଖ୍ୟା


ଭୁବନେଶ୍ୱର- ଗତ ୨୪ ଘଂଟାରେ ୪୫,୧୬୫ କରୋନା ସାମ୍ପୁଲ ଟେଷ୍ଟ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆରଟିପିସିଆର ଟେଷ୍ଟ ୬୮୩୬, ରାପିଟ ଅଂଟିଜେନ ଟେଷ୍ଟ ୩୮,୧୬୫, ଟ୍ରୁନଟ ଟେଷ୍ଟ ୧୬୪ ରହିଛି । ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୫୬୨ ସାମ୍ପୁଲ ଟେଷ୍ଟ ହୋଇଥିବା ବେଳେ କେନ୍ଦ୍ରାପଡାରେ ଏହି ସଂଖ୍ୟା ୪୧୨୯ ଓ କେନ୍ଦୁଝରରେ ୩୩୮୯ ରହିଛି ।

Comments (0)
Add Comment