ଦିଲ୍ଲୀରେ କରୋନା ସ୍ଥିତିକୁ ନେଇ ବସିବ ବୈଠକ


ନୂଆଦିଲ୍ଲୀ- ଦିଲ୍ଲୀରେ କରୋନା ପରିସ୍ଥିତିକୁ ନେଇ ଅଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବୈଠକ ଡକାଇଛନ୍ତି । ଏହି ବୈଠକରେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜେନ, ମୁଖ୍ୟ ଶାସନ ସଚିବ ବିଜୟ ଦେବ ପ୍ରମୁଖ ଦେବେ । ଆଜି ଗୋଟିଏ ଦିନରେ ୧,୫୪୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧.୬୪ ଲକ୍ଷରେ ପଂହଚିଛି ଥିବା ବେଳେ ମୃତ୍ୟୁ ସଂଖ୍ୟା ୪,୩୩୦କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ କହିବା ମୁତାବକ ଆଜି ସୁଦ୍ଧା ସୁସ୍ଥତା ହାର ୯୦ ପ୍ରତିଶତ ରହିଛି ।

Comments (0)
Add Comment