ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩,୭୦,୧୨୮କୁ ବୃଦ୍ଧି


ନୂଆଦିଲ୍ଲୀ- ଆଜି ଦେଶରେ ୮୯,୭୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩, ୭୦,୧୨୭ରେ ପଂହଚିଛି ଓ ୩୩,୯୮,୮୪୪ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଯାବତ୍ ୮,୯୭,୩୯୪ ସକ୍ରିୟ ମାମଲା ରହିଥିବା ବେଳେ ୭୩,୮୯୦ ଜଣଙ୍କ ମୃତ୍ୟୁ ହୋଇଛି । ଆଇସିଏମଆରସି କହିବା ଅନୁଯାୟୀ ସେପ୍ଟେମ୍ବର ୮ ତାରିଖ ସୁଦ୍ଧା ୫,୧୮,୦୪,୬୭୭ ସାମ୍ପୁଲ ଟେଷ୍ଟ କରାଯାଇଥିବା ବେଳେ ଆଜି ୧୧,୫୪,୫୪୯ ଜଣଙ୍କ ସାମ୍ପଲ ଆଜି ଟେଷ୍ଟେ ହୋଇଛି ।

Comments (0)
Add Comment