ପ୍ରମିସ ଡେ’ ର ପ୍ରତିଜ୍ଞା

ଫେବୃଆରୀ ୧୪ରେ ଭାଲେନଂଟାଇନ୍ ଡେ’ ଏହାକୁ ପ୍ରେମ ଦିବସ ଭାବେ ପାଳନ କରିବେ ପ୍ରେମୀଯୁଗଳ ହେଲେ ଏହାର ସପ୍ତାହକ ଆଗରୁ ଅବଗଣନା ଆରମ୍ଭ ହୋଇଯାଇଛି । ସପ୍ତାହ ଧରି ପ୍ରେମୀକ ପ୍ରେମରକା ମାନେ ଗୋଟିଏ ପରେ ଗୋଟିଏ ଦିନ ପାଳିବା ପରେ ଏବେ ଅପେକ୍ଷା କେତେବେଳେ ଆସିବ ଭାଲେନଂଟାଇନ୍ସ ଡେ’ । ଏହି ସପ୍ତାହର ୫ମ ଦିନକୁ ପ୍ରମିସ ଡେ’ ଭାବେ ପାଳନ କରାଯାଏ । ତେବେ କୁହାଯାଇଛି ଆଜିର ଦିନରେ ନିଜର ବାନ୍ଧବୀଙ୍କ ସହ ଜୀବନ ସାରା ରହିବା ପାଇଁ ପ୍ରତିଜ୍ଞା କରାଯାଇଥାଏ । ଜାହାକି ଆପଣଙ୍କ ଜୀବନ ସୁଖମୟ କରିଦେବ ।
ଏବେ ଜାଣନ୍ତୁ ସେସବୁ କ’ଣ ..
. ପୁଅମାନେ ସାଧାରଣତଃ ଜୀବନରେ ଯଦି କେହି ଜଣେ ଅସଫଳ ହୁଅନ୍ତି ତେବେ ତାକୁ ସମସ୍ତେ ତାସôଲ୍ୟ କରିବାକୁ ଲାଗନ୍ତି । ହେଲେ ଆପଣ ଯଦି ଆପଣଙ୍କ ସାଥୀକୁ ସାଥ୍ ଦେବାକୁ ପ୍ରତିଜ୍ଞା କରିବେ ତେବେ ସେ ଖୁସି ହୋଇଯିବେ ।
ଏବେ ପୁରୁଷ ବନ୍ଧୁ ଓ ମହିଳାବନ୍ଧୁ ମାନେ କଥା କଥାରେ କଳହ କରିଥାନ୍ତି ଓ ସଂପର୍କ ଭାଙ୍ଗି ଦେଇଥାନ୍ତି । ତେବେ ଆଣ ଯଦି ସେମାନଙ୍କ ୁ ପ୍ରତିଶୃତି ଦେବେ , ତେବେ ସେ ନିଜକୁ ସ୍ପେଶାଲ ଫିଲ କରିପାରିବେ ।
ତେବେ ପ୍ରତି ପୁରୁଷ ଏବଂ ମହିଳାଙ୍କ ଜୀବନରେ ଜୀବନସାଥୀ ଟିଏ ରହିବା ନିହାତି ଆବଶ୍ୟକ । ଏହି ସବୁ କଥାକୁ ଧ୍ୟାନରେ ରଖିଲେ ପ୍ରମିସ୍ ଡେ’ ସାରାଜୀବନ ପାଇଁ ପ୍ରତିଜ୍ଞା ହୋଇ ରହିଯିବ ।

Comments (0)
Add Comment