ପ୍ରସାର ଭାରତୀର ପୂର୍ବତନ ଉପନିର୍ଦେଶକ ଅଭୟ କୁମାର ପାଢୀଙ୍କ ପରଲୋକ


ଭୁବନେଶ୍ୱର- ପ୍ରସାର ଭାରତୀର ପୂର୍ବତନ ଉପନିର୍ଦେଶକ ଅଭୟ କୁମାର ପାଢୀଙ୍କ ପରଲୋକ ହୋଇଛି । ସେ କରୋନାରେ ଆକ୍ରାନ୍ତ ଥିଲେ । ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ବରଗଡ ବିକାଶ ହସ୍ପଟାଲରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥାରେ ଅଧିକ ଗରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି ।

Comments (0)
Add Comment