ଭୁବନେଶ୍ୱର-  କରୋପୁଟର ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ କୁମାର  ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଜୁଲାଇ ୨ରେ ପ୍ରଦୀପ ମହାନ୍ତିଙ୍କ ଗାଡିରୁ ଭିଜିଲାନ୍ସ ୧୧ ଲକ୍ଷ ଟଙ୍କା ଜବତ କରି ଜେଲ ପଠାଇଥିଲା । ଏପରିକି ତାଙ୍କ  ଘରେ ଚଢାଉ କରାଯାଇ ୩ କୋଟିରୁ  ଅଧିକ ଟଙ୍କାର ସମ୍ପତି ଠାବ କରାଯାଇଥିଲା । ପୂର୍ବରୁ ପୂର୍ବତନ ଓଡଶା ଆୟୂଷ ନିର୍ଦେଶକ ବିଭୂ ଷଡଙ୍ଗୀକୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର ।