ଭୁବନେଶ୍ୱର- କେନ୍ଦ୍ରପଡା ଜିଲ୍ଲାର ଅନ୍ୟତମ ବିଜେଡି ନେତା ଦୀପ୍ତିକାନ୍ତ ପରୀଜାଙ୍କ ସଡକ ଦୁର୍ଘଟଣାରେ ଆଜି ଅକାଳ ବିୟୋଗ ଘଟିଛି । ପାଟକୁରା ଅଂଚଳର ଏହି ଯୁବ ରାଜନେତା ଶ୍ରୀ ପରିଜାଙ୍କୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଡିଶା ମୋ ପରିବାର’ ଯୁ୍ଗ୍ମ ସଚିବ ଭାବେ ନିଯୁକ୍ତି ଦେଇଥିଲେ ।