ଭୁବନେଶ୍ୱରରୁ ୪୦୯ ନୂଆ କରୋନା ପଜିଟିଭ


ଭୁବନେଶ୍ୱର – ଆଜି ଭୁବନେଶ୍ୱରରୁ ୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୪୨ ହୋଇଥିବା ବେଳେ ୧୬୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ୩୪୪ ଜଣ ଆରୋଗ୍ୟଲାଭ କରିଛନ୍ତି ।

Comments (0)
Add Comment