ନୂଆଦିଲ୍ଲୀ- କରୋନା ମହାମାରୀ ପାଇଁ ଚଳିତ ବବର୍ଷ ସଂସଦ ମୌସୁମୀ ଅଧିବେଶନେର ପ୍ରଶ୍ନକାଳ ରହିବନି । ଏନେଇ ରାଜ୍ୟସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତା ସେପ୍ଟମ୍ବର ୧୪ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଏହି ଅଧିବେଶନ ଚଲିବ । ସଂସଦରେ ପ୍ରବେଶ ପୂର୍ବରୁ ସାଂସଦ କରୋନା ଟେଷ୍ଟିଂ କରିବା ବାଧ୍ୟତାମୂଳକ । ଛୁଟି ଦିନରେ ମଧ୍ୟ ଗୃହ କାର୍ଯ୍ୟ ଚାଲି । ଲୋକସଭାର ଗୃହକାର୍ଯ୍ୟ ସକାଳ ୯ରୁ ଦିନ ୧ଟା ପର୍ଯ୍ୟନ୍ତ ଓ ୩ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ରାଜ୍ୟସଭା ଗୃହକାର୍ଯ୍ୟ ଚାଲିବ ।