ଭୁବନେଶ୍ୱର- ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ  ସେ ଟ୍ୱଟ କରି ସୂଚନା ଦେଇଛନ୍ତି । ତାଙ୍କ  ସଂସ୍ପର୍ଶରେ ଆସିଥିବା  ବ୍ୟକ୍ତିଙ୍କୁ ଡାକ୍ତର ପରାମର୍ଶ କରିବାକୁ ଅନୁରୋଧ କରିଛନ୍ତି ।