ଭୁବନେଶ୍ୱର- ଆଜି ଗୋଟିଏ ଦିନରେ ୪୭ ହଜାର ୭୫୮ କରୋନା ସାମ୍ପୁଲ ଟେଷ୍ଟେ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆରଟିପିସିଆର ଟେଷ୍ଟେ ୭୬୫୮ ହୋଇଥିବା ବେଳେ ରାପିଡ ଅଂଟିଜେନ ଟେଷ୍ଟ ୪୦,୦୧୦ ଓ ଟ୍ରୁନଟ ଟେଷ୍ଟ ୯୦ ରହିଛି ।