ମହାକାଶକୁ ପଠାଯିବ ଆମାଜନିଆ-୧ ଉପଗ୍ରହ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଆସନ୍ତା ମାସରେ ବ୍ରାଜିଲର ଏକ ଭୂପର୍ଯ୍ୟବେକ୍ଷଣ ଉପଗ୍ରହ ଆମାଜନିଆ-୧କୁ ମହାକାଶକୁ ପଠାଯିବ । ଇସ୍ରୋରୁ ମିଳିଥିବା ସୂଚନା ଅନୁସାରେ , ଏକ ପୋଲାର ସାଟେଲାଇଟ ଲଂଚ ଭେହିକିଲ ରକେଟ ସାହାର୍ଯ୍ୟରେ ଏହାକୁ ମହାକାଶକୁ ପଠାଯିବ । ଆମାଜନିଆ-୧ ହେଉଛି ବ୍ରାଜିଲ୍ ଦ୍ୱାରା ନିର୍ମିତ ପ୍ରଥମ ଭୂପର୍ଯ୍ୟକ୍ଷେଣ ଉପଗ୍ରହ । ଯାହା ସାହାର୍ଯ୍ୟରେ ବ୍ରାଜିଲରେ ଆମାଜନ ଅବବାହିକାରେ ଥିବା ବନ ସଂପଦ ଉପରେ ନଜର ରଖାଯିବ ।

Comments (0)
Add Comment