ଭୁବନେଶ୍ୱର- ଆସନ୍ତା ୫ରେ ପ୍ରକାଶ ପାଇବ ଯୁକ୍ତ  ୨ କଳା ରେଜଲ୍ଟ । ଏନେଇ  ଗଣ ଶିକ୍ଷା  ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମାହାମାରୀ  କରୋନା ପାଇଁ  ସବୁ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଉଛି ।  ଅଗଷ୍ଟରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।