ଦିଲ୍ଲୀରୁ ୨ ଆତଙ୍କବାଦୀ ଗିରଫ


ନୂଆଦିଲ୍ଲୀ- ଆଜି ଦିଲ୍ଲୀରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସର ସ୍ପୋଶାଲ ସେଲ । ସେମାନଙ୍କ ନାଁ ଭୂପିନ୍ଦର ଓରଫ ଦିଲାବର ସିଂହ ଓ କୁଲବନ୍ତ ସିଂହ । ଏହି ଦୁଇ ଆତଙ୍କବାଦୀ ବଚ୍ଚର ଖାଲସା ଇଂଟରନ୍ୟାସନାଲ ସହିତ ଜଡିତ ଥିଲେ । ଏମାନଙ୍କ ଠାରୁ ୬ଟି ପିସ୍ତଲ ଓ ୪୦ରୁ ଅଧିକ ଗୁଳି ଜବତ କରାଯାଇଛି । ଏହି ଦୁଇ ଆତଙ୍କବାଦୀଙ୍କ ନାଁରେ ପଞ୍ଜାବରେ ବି କିଛି ମାମଲା ରହିଛି ।

Comments (0)
Add Comment