ଥାନାରେ ଅଭିଯୋଗ କଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: ଏକ ଓଡିଆ ୱେବସାଇଟ୍ ନାଁରେ ମଂଚେଶ୍ୱର ଥାନାରେ ଫେରାଦ ଦେଲେ ସିନେ ଅଭିନେତ୍ରୀ ପ୍ରକୃତି ମିଶ୍ର । ତାଙ୍କ ଚରିତ୍ରକୁ ଖରାପ କରିବା ସହ ପରିବାର ଲୋକଙ୍କ ବିରୋଧରେ ଆପତିଜନକ ମନ୍ତବ୍ୟ ଦିଆଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ଭାରାକ୍ରାନ୍ତ ହୋଇଥିବା ସେ ଦର୍ଶାଇଛନ୍ତି । ପ୍ରକୃତି କହିଛନ୍ତି ଯେ , ସୋସିଆଲ ମିଡିଆରେ ତାଙ୍କର ଖରାପ ଚିତ୍ରଣ କରାଯାଉଛି , ଯାହା ତାଙ୍କ ପରିବାରର ସମ୍ମାନହାନୀ ଓ ପ୍ରତିଷ୍ଟାରେ ଆଂଚ୍ ଆସିଛି ।

Comments (0)
Add Comment