ମୋବାଇଲ୍ ଆସେସୋରିଜର ଦାମ୍ ବଢିଲା

ନୂଆଦିଲ୍ଳୀ: ଚୀନ ସାମଗ୍ରୀ ବ୍ୟାନ୍ ପରେ ମୋବାଇଲ୍ ଆସେସୋରିଜର ଦାମ୍ ବଢିଯାଇଛି । ଚାର୍ଜର,ସ୍କିନ୍,ଗାର୍ଡ,କଭର,କେବୁଲର ୭୦ରୁ୮୦ ପ୍ରତିଶତ ଆମଦାନୀ ଚୀନରୁ ହେଉଥିଲା । ଏବେ ଏହାର ଦାମରେ ୨୦ରୁ ୨୫ ପ୍ରତିଶତ ବୃଦ୍ଧି ହୋଇଛି । ପ୍ରଡକ୍ଟ ବଜାରରେ ମିଳୁନି ଯଦି ମିଳୁଛି ଅଧିକା ଦାମରେ ମିଳୁଛି । ଭାରତ ପ୍ରସ୍ତୁତ କରୁଥିବା ମୋବାଇଲ୍ ଆସେସୋରିଜରେ ବ୍ୟବହୃତ ୫୦ ପ୍ରତିଶତ କଂଚାମାଲ ଚୀନ୍ ରୁ ଆସିଥାଏ ।

Comments (0)
Add Comment