ଭୁବନେଶ୍ୱର- ସାଧାରଣ ଲୋକଙ୍କୁ ବିଏମସି କାର୍ଯ୍ୟାଳୟ ପ୍ରବଶେ ଉପରେ କଟଣା ଲଗାଇଛନ୍ତି ବିଏମସି କମିଶନର । ରାଜଧାନୀରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଏପରି କଟକଣା ଲଗାଯାଇଛିି । । ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ । ଯେଉଁମାନେ ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।