ଭାରତରେ ଆରୋଗ୍ୟ ହାର ୬୦%କୁ ବୃଦ୍ଧି

ନୂଆଦିଲ୍ଲୀ- ଭାତରେ ଯେଉଁ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ସେହି ଅନୁପାତରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ଦେଶରେ ବର୍ତମାନ ସୁଦ୍ଧା ଏକ ଲକ୍ଷ କୋଡିଏ ହଜାର ଲୋକ ସୁସ୍ଥ ହେବା ସହ ୧,୧୯,୬୯୬ ସକ୍ରିୟ ମାମାଲା ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ୩,୩୪,୮୨୧ ଆକ୍ରାନ୍ତ ପ୍ରବାସୀ ଶ୍ରମିକ ଅଛନ୍ତି । ଗତ ୨୪ ଘଂଟାରେ ୪୧୮ ଜଣଙ୍କର ମୃତ୍ୟୁ ହୋଇଛି ।

Comments (0)
Add Comment