କୋରାପୁଟ ଜିଲ୍ଲା ୪୮ ଘଂଟା ପାଇଁ ସଟଡାଉନ୍

କୋରାପୁଟ: କୋରାପୁଟ ଜିଲ୍ଲାକୁ ୪୮ ଘଂଟା ପାଇଁ ସଟଡାଉନ୍ କରାଯାଇଛି । ୩୦ ତାରିଖ ମଧ୍ୟରାତ୍ରରୁ ଅଗଷ୍ଟ ୧ ମଧ୍ୟରାତ୍ର ଯାଏ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ୨୪ ଘଂଟାରେ ଜିଲ୍ଲାରେ ୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ , ଜିଲ୍ଲା ପ୍ରସାଶନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ୨୪ ଘଂଟାରେ ଓଡିଶାରେ ୧,୨୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତ ମଧ୍ୟରୁ ୭୫୮ ଜଣ କ୍ୱାରେଂଟାଇନ୍ ସେଂଟରର ହୋଇଥିବା ବେଳେ ୪୪୫ ଲୋକାଲ କେସ୍ ରହିଛି ।

Comments (0)
Add Comment