ପୁଞ୍ଜିଲାଲ୍ ଜାମିନ୍ ଆବେଦନ ଖାରଜ

କଟକ: ପାଟଣାଗଡ ବୋମା ବିସ୍ପୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ଅନ୍ତରୀଣ ଜାମିନ୍ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତିି । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁୁରୁତର ଦର୍ଶାଇ ପୁଞ୍ଜିଲାଲ୍ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଏହି ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରିଥିଲେ ।

Comments (0)
Add Comment