ଲୋକସେବା ଭବନକୁ ମନା

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲୋକାସେବା ଭବନ, କୃଷି ଭବନ , ଖାରବେଳ ଭବନ ଓ ରାଜୀବ ଭବନରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏନେଇ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ଆବଶ୍ୟକ ସ୍ଥଳେ ଗୃହ ବିଭାଗରୁ ପ୍ରବେଶ ଅନୁମତି ମିଳିବ ।

Comments (0)
Add Comment