ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ପାଇଁ ସରକାରଙ୍କ ବଡ ପଦେକ୍ଷପ


ଭୁବନେଶ୍ୱର- ଅଙ୍ଗନୱାଡି ଓ ଆଶ କର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା କରିଛନ୍ତି । କାର୍ଯ୍ୟରତ ସମୟରେ ଅଙ୍ଗନବାଡି ଓ ଅଶା କର୍ମୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାକୁ ଭତା ପ୍ରଦାନ କରାଯିବ । ୬୦ ବର୍ଷ ହେବା ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀଙ୍କୁ ୭୫୦୦ ଟଙ୍କା ଓ ଆଶା କର୍ମୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଭତା ଦିଆଯିବ ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

Comments (0)
Add Comment