ଓଡିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୩୫ରେ ପଂହଚିଛି

ଭୁବନେଶ୍ୱର- ରାଜ୍ୟରେ କରୋନା ନେଲା ଆଉ ୧୦ ମୁଣ୍ଡ । ମୃତ୍ୟୁକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩, ସୁନ୍ଦରଗଡ ୨, ଭଦ୍ରକ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର ଓ ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ନବରଙ୍ଗପୁରର ୪୦ ବର୍ଷୀୟ ପୁରୁଷ, ସୁନ୍ଦରଗଡର ୨୮ ବର୍ଷୀୟ ମହିଳା, ଗଞ୍ଜାମର ୪୦ ବର୍ଷୀୟ ଯୁବକ, ନୟାଗଡ ୩୯ ବର୍ଷୀୟ ଯୁବକ, ସୁନ୍ଦରଗଡ ୫୪ ବର୍ଷୀୟ ଯୁବକ, ଗଞ୍ଜମର ୫୫ ବର୍ଷୀୟ ଯୁବକ, ଭଦ୍ରକ ୫୩ ବର୍ଷୀୟ ମହିଳା, କଳାହାଣ୍ଡିର ୬୧ ବର୍ଷୀୟ ବୃଦ୍ଧ ରହିଛନ୍ତି । ଏମାନେ ର୍ପୂବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବାଳ ବେଳ କରୋନାରେ ତାଙ୍କର ମୃତ୍ୟୁ ହୋଇଛନ୍ତି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୫ କୁ ବୃଦ୍ଧି ପାଇଛି ।

Comments (0)
Add Comment