ଶିଶୁଭବନ ଆଉଟଡୋର ବନ୍ଦ

କଟକ- ଗତ କିଛି ଦିନ ଭିତରେ କଟକରେ କ୍ରମଶଃ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶିଶୁ ଭବନରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଉଟଡୋରକୁ ବନ୍ଦ କରିଦିଆଯାଇଛି । ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ ଏହି ସୂଚନା ଦେଇ କହିଛନ୍ତି ଶିଶୁ ଭବନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଉଟଡୋରକୁ ବନ୍ଦ କରିଦଆଯାଇଛି । ପରବର୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ।

Comments (0)
Add Comment