ଭୁବନେଶ୍ୱର- ମଦ ଦୋକାନ ସକାଳ ୭ରୁ ସଂଧ୍ୟା ୬ ପରିବର୍ତେ ଏଣିକି ଦିନ ୧୦ରୁ ରାତି ୧୦ ଯାଏଁ ଖୋଲା ରହିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । କଂଟେନମେଂଟ ଜୋନରେ ଥିବା ଦୋକାନ ଗୁଡିକ ବନ୍ଦ ରହି ଅନ୍ୟ ସବୁଠି ଦୋକାନ ଖୋଲା ରହିବ ।