ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ କୋରନା ଆକ୍ରାନ୍ତରେ ଜଣେ ୬୩ ବର୍ଷୀୟ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଛି । ରାଜ୍ୟରେ କୋରନ ମୃତୁ୍ୟ ସଂଖ୍ୟା୮ ଛୁଇଁଛି । ପୁର୍ବରୁ ସେ ଡ଼ାଇବେଟିସ୍ ସମେତ ବିଭିନ୍ନ ରୋଗରେ ପିଡ଼ୀତ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।