୨୦୨୧ ମସିହା ପର୍ଯ୍ୟନ୍ତ କରୋନା ପ୍ରଭାବ


ନୂଆଦିଲ୍ଲୀ- ମହାମାରୀ କରୋନା ସମଗ୍ର ଦେଶକୁ ଥରହର କରୁଥିବା ବେଳେ ତାକୁ ନେଇ ଆସିଛି ରୋଚକ ତଥ୍ୟ । ଦେଶ ଏବର୍ଷ କରୋନା ଭୂତାଣୁ ମୁକ୍ତ ହୋଇପାରିବ ନାହିଁ । ୨୦୨୧ ମସିହାରେ ଭାତର ବିଭିନ୍ନ ଯାଗାରେ ଏହାର ପ୍ରଭାବ ରହିବ ବୋଲି ଏମ୍ସ ନିର୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି । ଗୁଲେରିଆ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଟାସ୍କ ଫୋର୍ସର ଜଣେ ପ୍ରମୁଖ ସଦସ୍ୟ ।

Comments (0)
Add Comment