ମାଙ୍କଡ ଶରୀରରେ କୋଭାକ୍ସିନର ସଫଳ ପରୀକ୍ଷଣ


ନୂଆଦିଲ୍ଲୀ- ମାଙ୍କଡ ଶରୀରରେ କରୋନା ଭ୍ୟାକସିନ କୋଭାକ୍ସିନର ସଫଳ ପରୀକ୍ଷଣ ହୋଇଛି । ଏନେଇ କୋଭାକ୍ସିନ ଭ୍ୟାକସିନ ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ ପକ୍ଷରୁ ଘୋଷଣା କରାଯାଇଛି । ଆଇସିଏମଆର ଓ ଭାରତ ବାୟୋଟେକ ଇଂଟରନ୍ୟାସନାଲ ଦ୍ୱାରା ଭାରତ ୧୨ଟି ଅନୁଷ୍ଠାନରେ ଏହାର ପରୀକ୍ଷା କରାଯାଉଛି ।

Comments (0)
Add Comment