ଭୁବନେଶ୍ୱର- ୨-ରୁ ୩ ଦିନ ଭିତରେ ଡିଏଲ ଓ ଏଲଏଲ ଡ୍ରାଇଭିଂ ଟେଷ୍ଟ କରାଯିବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଦିନକୁ ୨୦ ଜଣଙ୍କ ଡ୍ରାଇଭିଂ ଟେଷ୍ଟ କରାଯିବ । ଏହି ସମୟରେ କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।