ମୁମ୍ବାଇରେ ଭୂକମ୍ପ ଝଟକା


ମୁମ୍ବାଇ- ଆଜି ସକାଳ ସମୟରେ ମୁମ୍ବାଇରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତ୍ରିବତା ୩.୫ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ଉତର ମୁମ୍ବାଇର ୧୦୨ କିଲୋମଟିର ଦୂର ରହିଥିଲା । ଭୂମିକମ୍ପରେ କ୍ଷତି ହେବା ନେଇ କୌଣସି ସୂଚନା ମିଳିନି । ସେପ୍ଟେମ୍ବର ୫ ତାରିଖରେ ମଧ୍ୟ ମୁମ୍ବାଇରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତ୍ରବିତା ୨,୭ ରେକର୍ଡ କରାଯାଇଥିଲା । ସେପ୍ଟେମ୍ବର ମାସରେ ମୁମ୍ବାଇରେ ତିନି ତିନି ଥର ଭୂମିକମ୍ପ ହୋଇସାରିଲାନି ।

Comments (0)
Add Comment