ଭୁବନେଶ୍ୱର- ଘରେ ରହି ଅନଲାଇନରେ ପାଠ ପଢାଇବେ ଦିବ୍ୟାଙ୍ଗ ଶିକ୍ଷକ । ଏ ସଂପର୍କରେ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । କରୋନା ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଅଧ୍ୟାପକ ଘରେ ରହି ପାଠ ପଢାଇ ପାରିବେ ।