ଆତଙ୍କବାଦୀଙ୍କ ଟାର୍ଗେଟରେ ହରିୟାଣା ରେଳ ଷ୍ଟେସନ


ନୂଆଦିଲ୍ଲୀ- ଆତଙ୍କବାଦୀ ହରିୟଣା ରେଳ ଷ୍ଟେସନକୁ ବମିଂ କରି ଉଡାଇ ଦେବାକୁ ଟାର୍ଗେଟ କରିଛନ୍ତି । ସୂଚନା ମିଳିବା ପରେ ହରିୟଣାର ବିିଭିନ୍ନ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରେଳବାଇ ପୋଲିସ ରେଲୱେ ପ୍ରୋଟେକ୍ସନ ଫୋର୍ସକୁ ଜଣାଇବା ପରେ ଉଭୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାସହ ବିଭିନ୍ନ ଷ୍ଟେସନରେ ଆଲର୍ଟ ଜାରି କରାଯାଇଛି ।

Comments (0)
Add Comment