ଖୋର୍ଦ୍ଧା ଜିଲ୍ଲାରେ ବଢିଲା କ୍ୱରେନଂଟାଇନ ଅବଧି

ଭୁବନେଶ୍ୱର- ଖୋର୍ଦ୍ଧା ଜିଲ୍ଲାରେ ବଢିଲା କ୍ୱରେନଂଟାଇନ ଅବଧି । ପ୍ରବାସୀଙ୍କୁ ଏଣିକି ୭ ଦିନ ପରିବର୍ତେ ୧୪ ଦିନ କ୍ୱରେନଂଟାଇନରେ ରଖାଯିବ । ଜିଲ୍ଲାର ସବୁ ବ୍ଳକ ବିଡିଓଙ୍କୁ ଜିଲ୍ଲାପାଳ ଏନେଇ ନିଦେ୍ର୍ଧଶଦେଇଛନ୍ତି ।ସାତ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ମଧ୍ୟ କେତେକ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗ୍ରାମାଚଂଳରେ ହୋମ କ୍ୱରେନଂଟାଇନରେ ସ୍ୱତନ୍ତ୍ର ପାଇଖାନା ବ୍ୟବସ୍ଥା ନାହିଁ । ତେଣୁ ଲୋକ ମାନେ ଗାଇଡଲାଇନ ଅମାନ୍ୟ କରି ବାହାରେ ଏଣେତେଣେ ବୁଲାବୁଲି କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କ୍ୱାରେନଂଟାଇନ ଅବଧି ବଢାଇବାକୁ ନିଷ୍ପତି ନେଇଛି ।

Comments (0)
Add Comment