ପଶ୍ଚିମବଙ୍ଗ-ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୧୧ ଜୁନ ପର୍ଯ୍ୟନ୍ତ ସମସ୍ତ ଗରିବ ମାନଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇବାକୁ ନିଷ୍ପତି ନେଇଛନ୍ତି । ଏହା ଦ୍ୱାରା ୧୦ କୋଟି ଲୋକ ଉପକୃତ ହେବେ । ଜୁଲାଇ୧ରୁ ଘରୋଇ ବସ ଚଳାଚଳ କରିବା ପାଇଁ ସୁପାରିଶ କରିଛନ୍ତି ।ଯଦି ବସ ନଗଡେ ତେବେ କେନ୍ଦ୍ର ଗାଡି ଚାଳକକୁ ଏହି ଦାୟିତ୍ୱ ଦିଆଯିବ ଓ ସେମାନଙ୍କୁ ଏହି ବାବଦରେ ୧୫,୦୦ ଟଙ୍କାର ଆର୍ଥକ ସାହାୟତା ଦିଆଯିବ । କଂଟେନମେଂଟ ଜୋନ ଘୋଷଣା କରାଯାଇଥବା ଅଂଚଳକୁ ଦୃଷ୍ଟିରେ ରଖାଯିବ ସହ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ପ୍ରାତଃଭ୍ରମଣ ପାଇଁ ସକାଳ ୫,୩୦ରୁ ୮.୩୦ ମଧ୍ୟରେ ସମୟ ଧାର୍ଯ୍ୟ କରାଯାଇଛି । ସାମଜିକ ଦୂରତା ସହ ମାକ୍ସ ବାଧ୍ୟତା ମୂଳକ କରାଯାଇଛି ।