ଗଞ୍ଜାମ- ପେଟର ଜ୍ୱଳା ଆଗରେ ଫିକା ପଡିଲା କରୋନା ଡର । କରୋନାକୁ ଖାତିରି ନକରି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଂଚଳରୁ୬୦ ଶ୍ରମିକ କେରଳ ଅଭିଭୁଖେ ଯାତ୍ରା କରିଛନ୍ତି । କରୋନା ପାଇଁ ଦୀର୍ଘ ୫ ମାସରୁ ଉଦ୍ଧ୍ୱର୍ ସମୟ ଧରି ହାତଗୋଡ ବାନ୍ଧି ବସିଥିବା ଶ୍ରମିକମାନେ ପୁଣି ଥରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହୋଇଛନ୍ତି ।