ଗାଡି ଚଲାଇବା ବେଳେ ଦରକାର ପଡିବନି ଡିଏଲ


ଭୁବନେଶ୍ୱର- ଏଣିକି ଗାଡି ଚଲାଇବା ବେଳେ ଦରକାର ପଡିବନି ଡିଏଲ ଓ ଅନ୍ୟ କାଗଜ ପତ୍ର । ଯଦି ଚାଳକ ଗାଡିକାଗଜ ପତ୍ର ସାଙ୍ଗରେ ନେଇ ନାହିଁନ୍ତି ତେବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ନାହିଁ । କିନ୍ତୁ ଚାଳକଙ୍କୁ ନିଜ ମୋବାଇଲର ଡିଜି ଲକ ଆପ ଓ ଏମ. ପରିବହନ ଆପରେ ଡିଜିଟାଲ କପି ରଖିବାକୁ ହେବ । ନୂଆ ମୋଟେର ଯାନ ଆଇନର ଡିଜିଟାଲ ବ୍ୟବସ୍ଥାରେ ଆଜିଠାରୁ ନୂଆ ନିୟମ ଲାଗୁ ହୋଇଛି ।

Comments (0)
Add Comment