କଂଗ୍ରେସ ସାଂସଦ ସୁସ୍ମିତା ଦେବଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସୁସ୍ମିତା ଦେବ ଏବେ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । କିନ୍ତୁ ତାଙ୍କ ଠାରେ ଏପର୍ଯ୍ୟନ୍ତ କରୋନା ଜନିତ କିଛି ଲକ୍ଷଣ ନଥିଲା । ସେ ମହିଳା କଗ୍ରେଂସର ଅଧ୍ୟକ୍ଷ ହେବା ସହିତ ଦଳର ପ୍ରବକ୍ତା ଭାବେ କାର୍ଯ୍ୟ କରୁଛନ୍ତି । ସେ ଆସାମର ସିଲଚର ନିର୍ବାଚନ ମଣ୍ଡଳିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

Comments (0)
Add Comment