ଭୁବନେଶ୍ୱର- ଆଜି ଗୋଟିଏ ଦିନରେ ୪୧,୨୭୫  କରେନା ସାମ୍ପୁଲ ଟେଷ୍ଟ  କରାଯାଇଛି ।  ସ୍ୱାସ୍ଥ୍ୟ ଓ ପରିବାର  କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆରଟିପିସିଆର ଟେଷ୍ଟିଂଙ୍ଗ  ୬୭୮୪ ହୋଇଥିବା ବେଳେ ରାପିଡ ଅଂଟିଜେନ ଟେଷ୍ଟ ୩୪,୩୨୪ ଓ ଟ୍ରୁନେଟ ଟେଷ୍ଟ ୧୬୭ ରହିଛି ।