ହଙ୍ଗକଙ୍ଗ ଲାଗୁ ହେଲା ଚୀନ ଆଇନକାନୁନ

ନୂଆଦିଲ୍ଳୀ: ବିଶ୍ୱ ଉପରେ କବ୍ଚା କରିବାକୁ ଚାହୁଁଥିବା ଚୀନ୍ ଏବେ ହଙ୍ଗକଙ୍ଗ ଉପରେ ନିଜର ବଡଭାଇ ପଣିଆ ଜାହିର୍ କରିବା ଆରମ୍ଭ କରିଛି ।ହଙ୍ଗକଙ୍ଗ ଜଣେ ବ୍ୟକ୍ତି ନିଜ ଦେଶର ସ୍ୱାଧୀନତା ପାଇଁ ହାତରେ ପତାକା ଧରି ଛିଡାହୋଇଥିଲେ । ତାଙ୍କୁ ଗିରଫ କରାଯାଇଛି । ଏହା ଚୀନ୍ ଆଇନକାନୁନ ବିରୋଦ୍ଧ ବୋଲି କହି ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଛି ।ହଙ୍ଗକଙ୍ଗ କୈାଣସି ବ୍ୟକ୍ତି ଯଦି ଚୀନ କମ୍ୟୁନିଷ୍ଟ ସରକାରଙ୍କ ବିରୁଦ୍ଧରେ କିମ୍ବା ସରକାରୀ ସମ୍ପତି ନଷ୍ଟ କରିବାକୁ ଉଦ୍ୟମ କରିବ ତା ପ୍ରତି କଠୋର କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Comments (0)
Add Comment